8
20
10
9
5
previous arrow
next arrow

ଶ୍ରୀ ବିଶାଲ କୁମାର ଦେବ, ଆଇଏଏସ୍,

ପ୍ରମୁଖ ଶାସନ ସଚିବ-ସହିତ- ଅଧ୍ୟକ୍ଷ,

ଗ୍ରୀଡ଼କୋ ଲିମିଟେଡ୍

୪୪

ବିଦ୍ୟମାନ ପ୍ରକଳ୍ପ

୨୪

ପ୍ରକଳ୍ପ ବିବରଣୀ

୨୭୦୫
ମେଗାୱାଟ୍

ସଂସ୍ଥାପିତ
କ୍ଷମତା

ସଦ୍ୟତମ ଖବର

ଓଡ଼ିଶାରେ ଅକ୍ଷୟ ଶକ୍ତି: ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ

ଓଡ଼ିଶାରେ ଅକ୍ଷୟଶକ୍ତି: ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ : ଓଡ଼ିଶା ଭାରତର ଏକ ଅନନ୍ୟ ରାଜ୍ୟ ଯାହାର କି ତାପଜ, ଜଳ ବିଦ୍ୟୁତ୍ ଓ ସୌର ଶକ୍ତି ଉତ୍ପାଦନର ମିଶ୍ରଣ ସହିତ ଅକ୍ଷୟ ଶକ୍ତିର ପ୍ରଚୁର ଅନାବଶ୍ୟକ ସମ୍ଭାବ୍ୟକୁ ଉପଯୋଗ କରି ଅକ୍ଷୟ ଶକ୍ତି ଉତ୍ପାଦନ କରୁଛି । ସୁଲଭ ମୂଲ୍ୟରେ ସ୍ଥିର ଶକ୍ତି ଯୋଗାଇବା ପାଇଁ ସମୃଦ୍ଧ କୋଇଲା ଭଣ୍ଡାର ଉପଲବ୍ଧ ଥିବା ସତ୍ତ୍ୱେ ଆର୍ଥିକ ବର୍ଷ ୨୦୧୧-୧୨ ଠାରୁ ଅକ୍ଷୟଶକ୍ତି ଉତ୍ସରୁ ଉତ୍ପାଦିତ ଶକ୍ତି କ୍ରୟ ପାଇଁ ରାଜ୍ୟରେ ନିୟାମକ ବ୍ୟବସ୍ଥା କରାଯାଇଅଛି । ଗ୍ରୀଡ଼କୋ ଲିମିଟେଡ୍ (ପୂର୍ବରୁ ଗ୍ରୀଡ୍ କର୍ପୋରେସନ୍ ଅଫ୍ ଓଡିଶା ଲିମିଟେଡ଼), ବିଦ୍ୟୁତ୍ ବିତରଣ କମ୍ପାନୀଙ୍କର ମୋଟା ଆକାରର ବିଦ୍ୟୁତ୍ କ୍ରୟ ପାଇଁ ରାଜ୍ୟ ନିଯୁକ୍ତ ସଂସ୍ଥା, ବିଦ୍ୟୁତ୍ ବିତରଣ କମ୍ପାନୀ ଏବଂ ଅନ୍ୟାନ୍ୟ ବାଧ୍ୟତାମୂଳକ ସଂସ୍ଥାଗୁଡ଼ିକ ପାଇଁ ଅକ୍ଷୟ ଶକ୍ତି କ୍ରୟ ଅନୁପାଳନ ଦାୟିତ୍ୱ (RPO) ନିର୍ବାହ କରୁଅଛି । ବର୍ତ୍ତମାନ ଦେଶର ଅକ୍ଷୟ ଶକ୍ତି କ୍ରୟ ଦାୟିତ୍ୱ (RPO) ଅନୁପାଳନର ହାରାହାରି ତାଲିକାର ଉର୍ଦ୍ଧରେ ଥିବା ରାଜ୍ୟ ଗୁଡିକ ତୁଳନାରେ ଓଡିଶା ଷଷ୍ଠ ସ୍ଥାନରେ ରହିଅଛି । ଗ୍ରୀଡ଼କୋ ଅକ୍ଷୟ ଶକ୍ତି କ୍ଷମତାର ଯୋଜନାବଦ୍ଧ ବୃଦ୍ଧି ସହିତ ଆଗାମୀ ୧୦ ବର୍ଷରେ ପାରମ୍ପରିକ ଓ ଅକ୍ଷୟଶକ୍ତିର ବର୍ତ୍ତମାନର ୪୫:୫୫ % ଅନୁପାତ ରୁ ୫୫: ୪୫% ଅନୁପାତକୁ ବୃଦ୍ଧି କରିବାକୁ ଯୋଜନା କରିଛି ।

ରାଜ୍ୟରେ ଅକ୍ଷୟ ଶକ୍ତିକୁ ପ୍ରୋତ୍ସାହିତ କରିବା ଦିଗରେ ନେତୃତ୍ୱ ନେଉଅଛି ।

images

ଜିଲ୍ଲାଓ୍ୱାରୀ ପ୍ରକଳ୍ପର ବିବରଣୀ

40/40 50/50 0/30 40/40 40/40 40/40 40/40 40/40 40/40 40/40 40/40 40/40 40/40 0/20 0/60 40/40 40/40 0/50 40/40 40/40 40/40 8/70 40/40 40/40 40/40 40/40 0/40 0/40 40/40 0/40
  •   ବିଦ୍ୟମାନ ପ୍ରକଳ୍ପଗୁଡିକ
  •   କୌଣସି ପ୍ରକଳ୍ପ ନାହିଁ
Gridco