ଓଡିଶାରେ ବିଦ୍ୟମାନ ଅକ୍ଷୟଶକ୍ତି ପ୍ରକଳ୍ପସମୂହ

ଓଡିଶାରେ ବିଦ୍ୟମାନ ଅକ୍ଷୟଶକ୍ତି ପ୍ରକଳ୍ପସମୂହ
କ୍ରମିକ ସଂଖ୍ୟା ବିଦ୍ୟୁତ୍ କେନ୍ଦ୍ରର ନାମ ଅବସ୍ଥିତି (ଜିଲ୍ଲା) ସଂସ୍ଥାପିତ କ୍ଷମତା (ମେଗାୱାଟ୍) କାର୍ଯ୍ୟକ୍ଷମ ବର୍ଷ
ସୌର
୧ ଆଫତାବ ସୋଲାର ଲିମିଟେଡ୍, ବଲାଙ୍ଗୀର ବଲାଙ୍ଗୀର ୨୦୧୨
ଜୟ ଆଇରନ୍ ଆଣ୍ଡ ଷ୍ଟିଲ ଲିମିଟେଡ୍, ବାମରା ସମ୍ବଲପୁର ୨୦୧୨
ଏମଜିଏମ ଗ୍ରୀନ୍ ଏନର୍ଜୀ ଲିମିଟେଡ୍ ୨୦୧୧
୧ ମୋଲିସତି ବିନିମୟ ସୌର ଶକ୍ତି ପ୍ଲାଣ୍ଟ୍ ଦେବଗଡ ୨୦୧୧
ଭିଭାସିଟି ରିନେଓ୍ୱେବଲ ଏନର୍ଜୀ ଲିମିଟେଡ୍ ନୟାଗଡ ୨୦୧୨
ରାଜରତନ ଏନର୍ଜୀ ହୋଲ୍ଡିଙ୍ଗସ ପ୍ରାଇଭେଟ ଲିମିଟେଡ୍ ବଲାଙ୍ଗୀର ୨୦୧୧
ଶ୍ରୀ ମହାବୀର ଫେରୋ ଆଲଏଜ୍ ପାୱାର ପ୍ଲାଣ୍ଟ ସୁନ୍ଦରଗଡ ୨୦୧୨
ଏସଏନ ମହାନ୍ତି ସୌର ଶକ୍ତି ପ୍ଲାଣ୍ଟ୍ କଟକ ୨୦୧୧
ଆବାକସ୍ ହୋଲ୍ଡିଙ୍ଗସ୍ ପ୍ରାଇଭେଟ୍ ଲିମିଟେଡ୍ ସୋନପୁର ୨୦୧୨
୧୦ ଆକମୀ ଓଡିଶା ସୋଲାର ପ୍ରାଇଭେଟ୍ ଲିମିଟେଡ୍ ବଲାଙ୍ଗୀର ୨୫ ୨୦୧୫
୧୧ ଜେଡ଼କଲ ସୋଲାର ପିଭି ପ୍ରୋଜେକ୍ଟ, ମନମୁଣ୍ଡା ବୌଦ୍ଧ ୨୦ ୨୦୧୬
୧୨ ଆଲେକ୍ସ ଗ୍ରୀନ ପ୍ରାଇଭେଟ୍ ଲିମିଟେଡ୍, ପାଟଣାଗଡ ବଲାଙ୍ଗୀର ୨୦୧୪
୧୩ ସାଦିପାଲି ସୋଲାର ପ୍ରାଇଭେଟ୍ ଲିମିଟେଡ୍ କଳାହାଣ୍ଡି ୨୦ ୨୦୧୮
୧୪ ଜ୍ୟୋତି ସୋଲାର ସଲ୍ୟୁସନସ୍ (ପି) ପ୍ଲାଣ୍ଟ ବଲାଙ୍ଗୀର୍ ୧୦ ୨୦୧୮
୧୫ ଦକ୍ଷିଣ ଓଡିଶା ଉର୍ଜା ପ୍ରାଇଭେଟ୍ ଲିମିଟେଡ୍ ବରଗଡ ୪୦ ୨୦୧୮
୧୬ ଭେଣ୍ଟୋ ପାୱାର ଆଣ୍ଡ ଏନର୍ଜୀ ଲିମିଟେଡ୍ କଳାହାଣ୍ଡି ୪୦ ୨୦୧୮
୧୭ ଭେଣ୍ଟୋ ଏନର୍ଜୀ ଇନଫ୍ରା ପ୍ରାଇଭେଟ୍ ଲିମିଟେଡ୍ ନବରଙ୍ଗପୁର ୪୦ ୨୦୧୯
୧୮ ଭେଣ୍ଟୋ ପାୱାର ପ୍ରାଇଭେଟ୍ ଲିମିଟେଡ୍., ଦେଓଗାଁ ବଲାଙ୍ଗୀର ୪୦ ୨୦୧୯
୧୯ ଭେଣ୍ଟୋ ପାୱାର ପ୍ରୋଜେକ୍ଟସ୍ ପ୍ରାଇଭେଟ୍ ଲିମିଟେଡ୍., କେସିଙ୍ଗା କଳାହାଣ୍ଡି ୪୦ ୨୦୧୯
୨୦ ଭେଣ୍ଟୋ ପାୱାର ଇନଫ୍ରା ପ୍ରାଇଭେଟ୍ ଲିମିଟେଡ୍ ବଲାଙ୍ଗୀର ୪୦ ୨୦୧୯
୨୧ ମେସର୍ସ ଆଦିତ୍ୟ ବିର୍ଲା ରିନେଓ୍ୱେବଲସ୍ ପ୍ରାଇଭେଟ୍ ଲିମିଟେଡ୍ ବୌଦ୍ଧ ୨୫ ୨୦୨୦
୨୨ ମେସର୍ସ ଆଦିତ୍ୟ ବିର୍ଲା ରିନେଓ୍ୱେବଲସ୍ ପ୍ରାଇଭେଟ୍ ଲିମିଟେଡ୍ ବରଗଡ ୨୫ ୨୦୨୦
୨୩ ମେସର୍ସ ଆଦିତ୍ୟ ବିର୍ଲା ରିନେଓ୍ୱେବଲସ୍ ପ୍ରାଇଭେଟ୍ ଲିମିଟେଡ୍ ବଲାଙ୍ଗୀର ୨୫ ୨୦୨୦
୨୪ ଓପିଟିସିଏଲ୍ ସବ୍-ଷ୍ଟେସନ, ଓଏଚ୍ପିସି ପିଏଚ୍ ଏବଂ ଜିଇଡିସିଏଲର ଅବ୍ୟବହୃତ ଜମିରେ ସୌର ପ୍ରକଳ୍ପ ବୌଦ୍ଧ ୨୦୨୨
୨୫ ଓପିଟିସିଏଲ୍ ସବ-ଷ୍ଟେସନ, ଓଏଚପିସି ପି.ଏଚ ଏବଂ ଜେଡକଲର ଅବ୍ୟବହୃତ ଜମିରେ ଅବସ୍ଥିତ ସୌର ପ୍ରକଳ୍ପ ମୁଖିଗୁଡ଼ା,କଳାହାଣ୍ଡି ୨୦୨୨
୨୬ ଓପିଟିସିଏଲ୍ ସବ୍-ଷ୍ଟେସନ, ଓଏଚ୍ପିସି ପିଏଚ୍ ଏବଂ ଜିଇଡିସିଏଲର ଅବ୍ୟବହୃତ ଜମିରେ ସୌର ପ୍ରକଳ୍ପ ବଲାଙ୍ଗୀର ୨୦୨୩
୨୭ ଓପିଟିସିଏଲ୍ ସବ-ଷ୍ଟେସନ, ଓଏଚପିସି ପି.ଏଚ ଏବଂ ଜେଡକଲର ଅବ୍ୟବହୃତ ଜମିରେ ଅବସ୍ଥିତ ସୌର ପ୍ରକଳ୍ପ ବାରିପଦା ୨୦୨୩
୨୮ ଓପିଟିସିଏଲ୍ ସବ-ଷ୍ଟେସନ, ଓଏଚପିସି ପି.ଏଚ ଏବଂ ଜେଡକଲର ଅବ୍ୟବହୃତ ଜମିରେ ଅବସ୍ଥିତ ସୌର ପ୍ରକଳ୍ପ ଜୟନଗର ୨୦୨୩
ସମୁଦାୟ ୪୧୬
ରାଜ୍ୟ ଜଳ ବିଦ୍ୟୁତ୍ ପ୍ରକଳ୍ପ
୨୯ ଅପର ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍ ପ୍ରକଳ୍ପ କଳାହାଣ୍ଡି ୬୦୦ ୨୦୦୧
୩୦ ବାଲିମେଳା ପାୱାର ହାଉସ ମାଲକାନାଗିରି ୫୧୦ ୨୦୦୮ ଓ ୨୦୨୧
୩୧ ଅପର କୋଲାବ ପାୱାର ହାଉସ କୋରାପୁଟ 320 ୧୯୯୩
୩୨ ରେଙ୍ଗାଲୀ ପାୱାର ହାଉସ ଅନୁଗୁଳ 250 ୧୯୯୨
୩୩ ବୁର୍ଲା ପାୱାର ହାଉସ ସମ୍ବଲପୁର ୨୮୭.୮ ୧୯୯୦ ଓ ୨୦୨୨
୩୪ ମାଚ୍ଛକୁଣ୍ଡ ପାୱାର ହାଉସ ସମ୍ବଲପୁର ୭୨ ୧୯୬୨,୨୦୨୧
୩୫ ମାଛକୁଣ୍ଡ ପାବାର ହାଉସ୍ କୋରାପୁଟ ୧୨୦ ୧୯୬୦
ସମୁଦାୟ ୨୧୫୯.୮୦
ଅତି କ୍ଷୁଦ୍ର/କ୍ଷୁଦ୍ର ଜଳ ବିଦ୍ୟୁତ୍ ପ୍ରକଳ୍ପ
୩୬ ମେସର୍ସ ମିନାକ୍ଷୀ ପାୱାର ଲିମିଟେଡର ଲୋୟର କୋଲାବ କ୍ଷୁଦ୍ରଜଳ ବିଦ୍ୟୁତ୍ ପ୍ରକଳ୍ପ ମାଲକାନାଗିରି ୧୨ ୨୦୦୯
୩୭ ମେସର୍ସ ମିନାକ୍ଷୀ ପାୱାର ଲିମିଟେଡର ମିଡିଲ୍ କୋଲାବ କ୍ଷୁଦ୍ରଜଳ ବିଦ୍ୟୁତ୍ ପ୍ରକଳ୍ପ କୋରାପୁଟ ୨୫ ୨୦୦୯
୩୮ ମେସର୍ସ ଓପିସିଏଲର ସମଲ ବ୍ୟାରେଜ କ୍ଷୁଦ୍ରଜଳ ବିଦ୍ୟୁତ୍ ପ୍ରକଳ୍ପ ଅନୁଗୁଳ ୨୦ ୨୦୦୯
୩୯ ମେସର୍ସ ବୈତରଣୀ ପାୱାର ପ୍ରାଇଭେଟ୍ ଲିମିଟେଡର ଲୋୟର ବୈତରଣୀ କ୍ଷୁଦ୍ରଜଳ ବିଦ୍ୟୁତ୍ ପ୍ରକଳ୍ପ କେନ୍ଦୁଝର ୨୪ ୨୦୨୦
୪୦ ଓପିଜିସିର ୬୫୦ କିଲୋୱାଟ୍ ବିରିବାଟି ଏମଏଚପି କଟକ ୧.୧୫ ୧୯୯୩
୪୧ ଓପିଜିସିର ୫୦୦ କିଲୋୱାଟ୍ କେନ୍ଦୁପାଟଣା ଏମଏଚପି କଟକ ୧.୧୫ ୧୯୯୩
୪୨ ମେସର୍ସ ଅବନ୍ତିକା ପାୱାର ପ୍ରୋଜେକ୍ଟ୍ ପ୍ରାଇଭେଟ୍ ଲିମିଟେଡର ସପ୍ତଧାରା କ୍ଷୁଦ୍ରଜଳ ବିଦ୍ୟୁତ୍ ପ୍ରକଳ୍ପ କୋରାପୁଟ ୧୮ ୨୦୨୧
୪୩ ମେସର୍ସ କାକତିଆ ଇଣ୍ଡଷ୍ଟ୍ରୀ ପ୍ରାଇଭେଟ୍ ଲିମିଟେଡର ବରଗଡ ହେଡ ରେଗୁଲେଟର କ୍ଷୁଦ୍ରଜଳ ବିଦ୍ୟୁତ୍ ପ୍ରକଳ୍ପ. ବରଗଡ଼ ୨୦୨୨
ସମୁଦାୟ ୧୦୯.୧୫
ବାୟୋ-ମାସ
୪୪ ମେସର୍ସ ଜଗନ୍ନାଥ ପାୱାର ଆଣ୍ଡ ଇନଫ୍ରା ପ୍ରାଇଭେଟ୍ ଲିମିଟେଡ୍ ଢେଙ୍କାନାଳ ୨୦ ୨୦୧୧
ସମୁଦାୟ ୨୦.୦୦
ସମୁଦାୟ ଅକ୍ଷୟ ଶକ୍ତି ୨୭୦୪.୯୫
Gridco